This browser does not support the video element.
ହିଞ୍ଜିଳି: ହିଞ୍ଜିଳି କାଟୁ ବ୍ଲକ ଓ ପୌରଞ୍ଚଳ କଂଗ୍ରେସ ମିଳିତ ଆନୁକୂଲ୍ୟରେ ଶ୍ୟାମଲେଇ ମନ୍ଦିର ପ୍ରାଙ୍ଗଣରେ ସଂଘଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
Hinjili, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ମାଁ ଶ୍ୟାମଳାଇ ମନ୍ଦିର ପରିସରରେ ରବିବାର ହିଞ୍ଜିଳିକାଟୁ ବ୍ଲକ (ମୁନିସୀପାଲଟି) କଂଗ୍ରେସ କମିଟି ପକ୍ଷରୁ ସଂଗଠନ ଶୃଜନ ଅଭିଜାନ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ଶୃଜନ ଅଭିଜାନ କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ବ୍ଲକ୍ କଙ୍ଗ୍ରେସ ପୂର୍ବତନ ସଭାପତି ଶିବରାମ ପ୍ରଧାନ ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ କଙ୍ଗ୍ରେସ କମିଟି ତରଫରୁ ସଙ୍ଗଠନ ଶୃଜନ ଅଭିଯାନ ଗଞ୍ଜାମ ଜିଲ୍ଲା ପଶ୍ଚିମ ପ୍ରଭାରୀ ସଚିନ ନାୟକ, ଗଞ୍ଜାମ ଜିଲ୍ଲାର ପଶ୍ଚିମ କୋଡିନେଟର ଦେବକାନ୍ତ ଶର୍ମା, ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ।