Download Now Banner

This browser does not support the video element.

ଚାନ୍ଦବାଲି: ଏନଏସିର ୧୦ ନଂ ୱାର୍ଡ଼ରେ ବିଜେଡିର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗ ଦେଲେ ଚାନ୍ଦବାଲି ବିଧାୟକ

Chandabali, Bhadrak | Apr 15, 2024
ସୋମବାର ପୂର୍ବାହ୍ନ ୧୦ଟାରେ ଚାନ୍ଦବାଲି ଏନଏସି ୧୦ ନଂ ୱାର୍ଡ଼ରେ ବିଜେଡିର ଏକ ମିଶ୍ରଣ ପର୍ବ ଓ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନଏସି ୧୦ ନଂ ୱାର୍ଡ଼ର ଅନ୍ୟ ଦଳର ୨୦ରୁ ଉର୍ଦ୍ଧ୍ବ ପରିବାର ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟଙ୍କ ଉପରେ ଅସ୍ଥା ପ୍ରକଟ କରି ବିଜେଡିରେ ସାମିଲ ହୋଇଥିଲେ। ବିଧାୟକ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ଓ ପରେ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us