This browser does not support the video element.
ସୁନ୍ଦରଗଡ ସହର: ସୁନ୍ଦରଗଡ଼ ଜିଲ୍ଲା ଦେଓଗାଁ ନିକଟରେ ସରକାରୀ ଯାତ୍ରୀବାହୀ ବସରୁ ବାହାରିଲା ଧୁଆଁ
Sundargarh Town, Sundargarh | Aug 22, 2025
ସୁନ୍ଦରଗଡ଼ ଜିଲ୍ଲା ଦେଓଗାଁ ନିକଟରେ ସରକାରୀ ଯାତ୍ରୀବାହୀ ବସରୁ ବାହାରିଲା ଧୁଆଁ l ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ l ନିଆଁ ଲାଗିବା ପୂର୍ବରୁ ବାହାରିଥିଲା ଧୁଆଁ l ବସ କର୍ମଚାରୀଙ୍କ ସହ ଯାତ୍ରୀମାନେ ମିଶି ଧୂଆଁ କୁ ଆୟତ କରିଛନ୍ତି l ସର୍ଟ ସର୍କିଟ ଯୋଗୁଁ ଧୁଆଁ ରାଉରକେଲା ଯାଜପୁର ନାଇଟ ଏକ୍ସପ୍ରେସ ବସ ରୁ ଏହି ଧୂଆଁ ବାହାରିଥିବା ଆଜି ରାତିରେ ପ୍ରାୟ ୯ ଟା ରେ ସୂଚନା ମିଳିଛି l