This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଅବକାରୀ ବିଭାଗ ଦ୍ୱାରା ଚାରଭାଟି ଛକ ରୁ ନିଶା କଫ ସିରଫ ଜବତ, ଜଣେ ଗିରଫ
Sambalpur M, Sambalpur | Aug 22, 2025
ସମ୍ବଲପୁର ଅବକାରୀ ବିଭାଗ ଦ୍ୱାରା ଚାରଭାଟି ଛକ ରୁ ନିଶା କଫ ସିରଫ ଜବତ, ଜଣେ ଗିରଫ ମିଳିଥିବା ସୂଚନା ଅନୁଯାଇ ଏକ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଦିନ 10ଟାରେ ଅବକାରୀ ବିଭାଗ ଚାରଭାଟି ଛକରେ ନିଶା କାରବାର ହେଉଥିବା ଖବର ପାଇ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା l ଯୋଗେଶ ଓରାମ ନାମକ ଜଣେ ଯୁବକ କୁ 120 ବୋତଲ ନିଶା କଫ ସିରଫ ଜବତ କରିଥିଲା l ସେପଟେ ଉକ୍ତ ଅଭିଯୁକ୍ତ କୁ ଗିରଫ ପରେ ଆଜି ସନ୍ଧ୍ୟା 6ଟାରେ କୋର୍ଟ ଚାଲାଣ କରାଯାଇଛି l