This browser does not support the video element.
କାମାକ୍ଷାନଗର: ପଙ୍ଗାତିରା ଗାଁରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ
Kamakshyanagar, Dhenkanal | Sep 8, 2025
ପଙ୍ଗାତିରା ଗାଁରେ ସୋମବାର ୩ଟାରେ ବିଜେପି ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ । ପଞ୍ଚାୟତ ସଭାପତି ବୁଥ୍ ସଭାପତିଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପଙ୍ଗାତିରା ଗାଁରେ ଉପସ୍ଥିତ ରହିଲେ ବିଜେପିର ମଣ୍ଡଳ ସଭାପତି ଜିତେନ୍ଦ୍ର କର ,ଦଶିପୁର ସରପଞ୍ଚ ସୁଧୀର ପାଳ ,ପଙ୍ଗାତିରା ସରପଞ୍ଚ କରୁଣାକର ସାହୁ ,ପୂର୍ବତନ ସରପଞ୍ଚ ଦିବ୍ୟସିଂହ ଦେହୁରୀଙ୍କ ସମେତ ଅନ୍ୟମାନେ ।