Download Now Banner

This browser does not support the video element.

ପାଟଣାଗଡ: ରେଙ୍ଗାଲୀ ଜଙ୍ଗଲ ରୁ ବ୍ୟାପକ ମହୁଳପୋଚ ଏବଂ ରନ୍ଧା ମହୁଲିମଦ ଜବତ ଜଣେ ଗିରଫ

Patnagarh, Balangir | Sep 9, 2025
ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ପୋଲିସ ଏବଂ ଜଙ୍ଗଲ ବିଭାଗ ର ସହଯୋଗ ରେ ବ୍ୟାପକ ମହୁଳପୋଚ, ରନ୍ଧା ଦେଶୀ ମହୁଲିମଦ ଜବତ କରିଛି ।ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲୀ ପତରା ଜଙ୍ଗଲରେ ମଙ୍ଗଳବାର ଏହି ଚଢ଼ାଉ ହୋଇ ଥିଲା । ବେଆଇନ ମଦ ରାନ୍ଧୁ ଥିବା ଅଭିଯୋଗ ରେ ଇନ୍ଦ ପୁର କଙ୍ଗାଳୁ ସାହୁ କୁ ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି ।
Read More News
T & CPrivacy PolicyContact Us