Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ରାମ ମନ୍ଦିର ରୁ ବାହାରିଲା ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୂକ୍ତ ଶିକ୍ଷକ ସଂଙ୍ଘର ପ୍ରତିବାଦ ଶୋଭାଯାତ୍ରା

Nabarangapur PS, Nabarangpur | Sep 13, 2025
ରାମ ମନ୍ଦିର ରୁ ବାହାରିଲା ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୂକ୍ତ ଶିକ୍ଷକ ସଂଙ୍ଘର ପ୍ରତିବାଦ ଶୋଭାଯାତ୍ରା ଆଜି 13 ସେପ୍ଟେମ୍ବର ରେ ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୂକ୍ତ ଶିକ୍ଷକ ସଂଘ୍ ନବରଙ୍ଗପୁର ତରଫରୁ ଏକ ପ୍ରତିବାଦ ସଭା ଓ ରାଲି ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍ ରୁ ସଂଘର ଶତାଧିକ ସକ୍ରିୟ ସଦସ୍ୟ ଏବଂ ସଦସ୍ୟା ମାନେ ଯୋଗଦେଇଥିଲେ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା
Read More News
T & CPrivacy PolicyContact Us