Download Now Banner

This browser does not support the video element.

ଝାରସୁଗୁଡା: କାଞ୍ଜିଝରନ ନିକଟରେ ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ମୃତ

Jharsuguda, Jharsuguda | Aug 23, 2025
ଜାତୀୟ ରାଜପଥ -୪୯ ଝାରସୁଗୁଡା ଜିଲ୍ଲା କାଞ୍ଜିଝରନ ନିକଟରେ ଦୁର୍ଘଟଣା ଜଣେ ମୃତ l ରାସ୍ତା କଡ଼ରେ ଥିବା ବ୍ରେକ ଡାଉନ୍ ଭାରିଯାନକୁ ଧକ୍କା ମାରି ଟ୍ରକ ଡ୍ରାଇଭର ପ୍ରାଣ ହରାଇଛନ୍ତି l ଲଖନପୁର ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଭିତରେ ଫସି ରହି ମୃତ୍ୟୁ ବରଣ କରିଥିବା ଡ୍ରାଇଭର ଙ୍କ ଶବକୁ ଆଜି ଶନିବାର ସକାଳ ୯ ଟା ରେ ଉଦ୍ଧାର କରିଛି l ଟ୍ରକ ଟି ଝାରସୁଗୁଡ଼ା ପଟୁ ଛତିଶଗଡ଼ ରାୟଗଡ଼ ଅଭିମୁଖେ ଯାଉଥିବାବେଳେ କାଞ୍ଜିଝରନ ନିକଟରେ ବ୍ରେକ ଡାଉନ ହୋଇଛିଡା ହୋଇଥିବା ଏକ ଭାରୀଯାନକୁ ଧକ୍କା ଦେଇଥିଲା l
Read More News
T & CPrivacy PolicyContact Us