Download Now Banner

This browser does not support the video element.

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବକ୍ତାରପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଲେ ରାଜନଗର ବିଧାୟକ ଧ୍ରୁବ ସାହୁ

Kendrapara, Kendrapara | Apr 8, 2025
ଆଜି ଦିନ 2 ଟା ସମୟରେ ର ପଟ୍ଟାମୁଣ୍ଡାଇ ବକ୍ତାରପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଲେ ରାଜନଗର ବିଧାୟକ ଧ୍ରୁବ ସାହୁ l ଅନ୍ୟ ମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅଧକ୍ଷ ହେମନ୍ତ କୁମାର ସାହୁ ପଅତିଥି ଭାବେ ଯୋଗଦେଇଥିଲେ lବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଧାୟକ ଧ୍ରୁବ ସାହୁପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ବିଦ୍ୟାଳୟର କୁନିକୁନି ଶିଶୁଙ୍କ ଦ୍ୱାରା ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମହୋଇଥିଲା
Read More News
T & CPrivacy PolicyContact Us