This browser does not support the video element.
କାମାକ୍ଷାନଗର: ଭୁବନ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟରେ ସୋମବାର ୧୦ଟାରେ ରକ୍ତଦାନ ଶିବିର ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା
Kamakshyanagar, Dhenkanal | Aug 25, 2025
ଭୁବନ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟରେ ସୋମବାର ୧୦ଟାରେ ରକ୍ତଦାନ ଶିବିର ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା ।ରକ୍ତଦାନ ମହତ ଦାନ ଏହାକୁ ପାଥେୟ କରି ଢେଙ୍କାନାଳ ଜିଲା ଭୁବନ ଠାରେ ଭୁବନ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ଭୁବନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ରାଜଯୋଗୀନୀ ଦାଦୀ ପ୍ରକାଶମଣୀଙ୍କର ୧୮ତମ ପୁଣ୍ୟ ତିଥି ଉପଲକ୍ଷେ ସମ୍ବାଦ ଆମ ଓଡ଼ିଶା ସହିତ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଠାରେ କମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବାବେଳେ ନଗରପାଳ ଶୁଭେନ୍ଦୁ ସାହୁ ଅନ୍ୟତମ ଅତିଥି