Download Now Banner

This browser does not support the video element.

ଯାଜପୁର: ଯାଜପୁର ଟାଉନ ସ୍ଥିତ ସର୍କିଟ ହାଉସରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୂତନ ସଭାପତି ଚୟନ ପ୍ରକ୍ରିୟା ପାଇଁ ସାମ୍ବାଦିକ ସମ୍ମିଳନୀ

Jajapur, Jajpur | Sep 8, 2025
ଯାଜପୁର ଟାଉନ ସ୍ଥିତ ସର୍କିଟ ହାଉସରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୂତନ ସଭାପତି ଚୟନ ପ୍ରକ୍ରିୟା ପାଇଁ ସାମ୍ବାଦିକ ସମ୍ମିଳନୀ, ଯୋଗଦେଲେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସେଣ୍ଟ୍ରାଲ ଅବଜର୍ଭ ଚାରୂଲତା ଟୋକସ । ଯାଜପୁର ଜିଲ୍ଲା ସର୍କିଟ ହାଉସରେ ଆଜି ସଂଗଠନ ସୃଜନ ଅଭିଯାନ ଆରମ୍ଭ କରି ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ ଦଳ। ଯାଜପୁର ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟିର ପୁନଃ ଗଠନ ପାଇଁ ତୃଣମୂଳ ସ୍ତରର ମତ ଲୋଡିଛି କଂଗ୍ରେସ। ଆସନ୍ତା ୧ ମାସ ମଧ୍ୟରେ ଚୟନ ପ୍ରକ୍ରିୟା ଶେଷ କରିବାକୁ ଧାର୍ଯ୍ୟ।
Read More News
T & CPrivacy PolicyContact Us