This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ପୋଲିସ ଦ୍ବାରା ବିପୁଳ ପରିମାଣର କଫ ସିରଫ ବୁର୍ଲା ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ଜବତ, 2 ଗିରଫ
Sambalpur M, Sambalpur | Aug 26, 2025
ବୁର୍ଲା ପୋଲିସ ଦ୍ବାରା ବିପୁଳ ପରିମାଣର କଫ ସିରଫ ଜବତ | ମିଳିଥିବା ସୂଚନା ଅନୁସାରେ ଆଜି ଭୋର 5.20 ମିନିଟ ସମୟରେ ବୁର୍ଲା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ସୁଇଟ କେମ୍ପସ ନିକଟରେ ଏକ ପିକଅପ ଭେନ ରେ ନିଶା କଫ ସିରଫ ରହିଥିଲା l ଏହି କଫ ସିରଫ କଟକରୁ ଟମାଟୋ ବୋଝେଇ ପିକଅପ ଗାଡିରେ ବିକ୍ରି ଉଦ୍ଦେଶ୍ଯରେ ଆସିଥିଲା | ଏହି ପିକଅପ ଗାଡିରୁ ୩୦୦୦ ବୋତଲ କଫ ସିରଫ ଜବତ କରିଛି ପୋଲିସ | ଏହା ସହ ୧ଲକ୍ଷ ୧୨ ହଜାର ଟଂକା ମଧ୍ୟ ଜବତ କରିଛି | ସେହିପରି କଫସିରଫ ଆଣିଥିବା ପିକଅପକୁ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି | ଦୁଇ ଯୁବକ ହେଲେ ବୁର୍ଲା ଅଞ୍ଚଳର ଆକାଶ ସାମଲ ଓ ସୁବର୍ଣ୍ଣପୁର ଜ଼ିଲ୍ଲ