Download Now Banner

This browser does not support the video element.

ଟିଟିଲାଗଡ: ବେଲଗାଁ ଠାରେ ଗଛକୁ ପିଟିଲା ଟ୍ରକ, ଡ଼୍ରାଇଭର ମୃତ ଓ ସଇଁତଳା ପୋଲିସ କଲା ତଦନ୍ତ

Titlagarh, Balangir | Apr 22, 2025
ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ଥାନା ଜାତୀୟ ରାଜପଥ ୨୬ ବେଳଗାଁ କଲେଜ ସାମ୍ନା ରେ ଆଲୁମିନିୟମ କଣ୍ଟେନର ଟ୍ରକ ସଇଁତଲା ପଟୁ କଳାହାଣ୍ଡି ଦିଗରେ ଯାଉ ଥିବା ସମୟ ରେ ଭରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ କୁ ଧକ୍କା ଦେଇ ଥିଲା।ଡ଼୍ରାଇଭର ଚାପି ହେଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ଡ଼୍ରାଇଭର ଜଣକ ଉତ୍ତର ପ୍ରଦେଶ ଆଜମଗଡ ର ରାଜାରାମ ଯାଦବ‌। ଆଲୁମିନିୟମ କଣ୍ଟେନର ଟ୍ରକରେ ଝାରସୁଗୁଡ଼ାଠୁ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ଥ ହେଇଥିଲେ।ଖବର ପାଇ ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରିଛି ବୋଲି ସଇଁତଳା ପୋଲିସ ୬ ଟା ରେ ସୂଚନା ଦେଇଛି।
Read More News
T & CPrivacy PolicyContact Us