Download Now Banner

This browser does not support the video element.

ଲାଞ୍ଜିଗଡ: ଥୁଆମୁଳ ରାମପୁର ଠାରେ ସମ୍ପନ୍ନ ହେଲା ବାବା ଅଗ୍ନି ଭୈରବୀଙ୍କ ବାର୍ଷିକ ଝାମି ଯାତ୍ରା

Lanjigarh, Kalahandi | Sep 12, 2025
ଶୁକ୍ରବାର ମହାସମାରୋହର ସହିତ ଥୁଆମୁଳ ରାମପୁର ଠାରେ ଅଗ୍ନି ଭୈରବୀଙ୍କ ବାର୍ଷିକ ଝାମି ଯାତ୍ରା ଅନୁଷ୍ଠିତ ହେଇଯାଇଛି। ସକାଳୁ ମୁଖ୍ୟ ପୂଜକ ଉଭୟ ଦେବୀ ମାଁ ମାଣିକେଶ୍ବରୀ ଏବଂ ଭୈରବ ଦେବଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ। ସଂଧ୍ୟାରେ ଉଭୟ ଦେବା ଦେବୀଙ୍କ କଳିସୀ ନଗର ପରିକ୍ରମା କରିଥିଲେ। ଏହାପରେ ଅଗ୍ନି ଭୈରବୀଙ୍କ ପୀଠ ସମ୍ମୁଖରେ ଗାଦିଆବସା ଏବଂ କଣ୍ଟା ଦୋଳିରେ ଝୁଲି ଥିଲେ। ଏହାପରେ ଅଗ୍ନି ଭୈରବୀଙ୍କ କାଳିସୀ ନିଆଁ ରେ ଚାଲି ଶ୍ରଦ୍ଧାଳୁଙ୍କୁ ନିଜ ମହିମା ପ୍ରଦର୍ଶନ କରିଥିଲେ।
Read More News
T & CPrivacy PolicyContact Us