Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଅଭିଯୁକ୍ତ ମିତା ଟଙ୍କ ଓରଫ ମିଲିଙ୍କର ଜାମିନ ଆବେଦନ ଜିଲ୍ଲା ଅଦାଲତରେ ଖାରଜ

Paralakhemundi, Gajapati | Sep 26, 2025
ଅଭିଯୁକ୍ତ ମିତା ଟଙ୍କ ଓରଫ ମିଲିଙ୍କର ଜାମିନ ଆବେଦନ ଜିଲ୍ଲା ଅଦାଲତରେ ଖାରଜ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବହୁ ଚର୍ଚ୍ଚିତ ଠକେଇ ମାମଲାରେ ସହ ଅଭିଯୁକ୍ତ ମିତା ଟଙ୍କ ଓରଫ ମିଲିଙ୍କର ଜାମିନ ଆବେଦନ ଜିଲ୍ଲା ଅଦାଲତରେ ଖାରଜ ହୋଇ ଯାଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ କୋଟି କୋଟି ଟଙ୍କା ଠକେଇ କରି ନେଇଥିବା ଏକ ମାମଲାରେ ଠକେଇ କରିଥିବା ମୁଖ୍ଯ ଆସାମୀ ଙ୍କ ସହ ଅଭିଯୁକ୍ତ ମିତା ଟଙ୍କ ଓରଫ ମିଲିଙ୍କର ଜାମିନ ଆବେଦନ ଜିଲ୍ଲା ଅଦାଲତରେ ଖାରଜ ହୋଇ ଯାଇଛି । ଏହି ସମ୍ବେଦନଶୀଳ ମାମଲା ସରକାରଙ୍କ ତରଫରୁ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ
Read More News
T & CPrivacy PolicyContact Us