Download Now Banner

This browser does not support the video element.

ଚମ୍ପୁଆ: ରୋଇଡା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ହାଇୱା

Champua, Kendujhar | Sep 11, 2025
ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ରୋଇଡା ଛକ ନିକଟରେ ଆଜି ଏକ ହାଇୱା ଭାରସାମ୍ୟ ହରାଇ ରାଜପଥ ତଳକୁ ଖସି ଯାଇଥିବା ଦେଖା ଯାଇଛି। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ଚାଳକ ସେଠାରେ ଅନୁପସ୍ଥିତ ରହି ଥିବାରୁ କ୍ଷୟକ୍ଷତି ସମ୍ପର୍କରେ ଅଧିକ ସୂଚନା ମିଳି ପାରି ନାହିଁ।
Read More News
T & CPrivacy PolicyContact Us