This browser does not support the video element.
ମୋହନା: ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ରେ ଥିବା ଅରୁମପେଟା ଗାଁ ସହ ୮ ଗାଁ ନେଟୱର୍କ ସେବାରୁ ବଞ୍ଚିତ। #jansamasya
Mohana, Gajapati | Aug 26, 2025
ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ରେ ଥିବା ଅରୁମପେଟା ଗାଁ ସହ ୮ ଗାଁ ନେଟୱର୍କ ସେବାରୁ ବଞ୍ଚିତ। ସରକାର ଗୋଟିଏ ପଟେ ଡିଜିଟାଲ ସେବା ଯୋଗାଉ ଥିବା ବେଳେ ଆଜି ମଧ୍ୟ ଏମିତି ଗାଁ ରହିଛି ନେଟୱର୍କ ସୁବିଧା ରୁ ବଞ୍ଚିତ ହୋଇ ରହିଥିବା ଆଜି ଅପରାହ୍ନ ଚାରିଟା ସମୟରେ ଦେଖିବାକୁ ମିଳିଥିଲା। ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଛାତ୍ର ଛାତ୍ରୀ ଙ୍କ ଅନ ଲାଇନ ରେ ପାଠ ପଢ଼ା ହେଉ ବା ଜରୁରୀ କାଳୀନ ସେବା ରୁ ବଞ୍ଚିତ