This browser does not support the video element.
ନୟାଗଡ: ସୃଜନ ସଭା ଗୃହ ପରିସରରେ ଜିଲ୍ଲା ସ୍ତରୀୟ ଜିଓଟ୍ୟଗିଂ ଓ ଜିଓଫେନ୍ସିଂ ଆପ ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Nayagarh, Nayagarh | Aug 21, 2025
ଜିଲ୍ଲା ସ୍ତରୀୟ ଜିଓଟ୍ୟଗିଂ ଓ ଜିଓଫେନ୍ସିଂ ଆପ ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ଜିଲ୍ଲା ସୃଜନ ସଭା ଗୃହ ପରିସରରେ ଜିଲ୍ଲା ସ୍ତରୀୟ ଜିଓଟ୍ୟଗିଂ ଓ ଜିଓଫେନ୍ସିଂ ଆପ ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ administration Apd Finance Mc Zila Parisad ARE Zila parisad Cp nuagaon Apo nayagarh All AEE of blocks Adeo and grs of all blocks ଉପସ୍ଥିତ ରହିଥିଲେ।