Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ମା ଭଣ୍ଡାର ଘରଣୀଙ୍କ ମନ୍ଦିରରେ ସୀମାନ୍ତ ପତ୍ରିକାର ପୂଜା ସଂଖ୍ୟା ଉନ୍ମୋଚିତ

Nabarangapur PS, Nabarangpur | Sep 30, 2025
ମା ଭଣ୍ଡାର ଘରଣୀଙ୍କ ମନ୍ଦିରରେ ସୀମାନ୍ତ ପତ୍ରିକାର ପୂଜା ସଂଖ୍ୟା ଉନ୍ମୋଚିତ ସ୍ଥାନୀୟ ମା ' ଭଣ୍ଡାର ଘରଣୀ ମନ୍ଦିର ପରିସରରେ ନବରଙ୍ଗପୁରରୁ 1981 ରୁ ପ୍ରକାଶିତ ହୋଇ ଏବେ ରାଜ୍ୟ ସ୍ତରରେ ମାନ୍ୟତା ଲାଭ କରିଥିବା ପତ୍ରିକା " ସୃଜନ ସୀମାନ୍ତ " ର ମହାପୂଜା ସଂଖ୍ୟା ନିରାଡ଼ମ୍ବର ଭାବରେ ଉନ୍ମୋଚିତ ହୋଇଯାଇଛି... ମାଆ ଭଣ୍ଡାର ଘରଣୀଙ୍କ ନିକଟରେ ପୂଜା ମାଧ୍ୟମରେ ସମର୍ପିତ ହୋଇ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହେବା ପରେ ସନ୍ଧ୍ୟାରେ ସ୍ଥାନୀୟ ସାଂସ୍କୃତିକ ମଞ୍ଚରେ ଲୋକାର୍ପଣ କରାଯାଇଥିଲା, ଏହି ଅବସରରେ ସର୍ବଶ୍ରୀ ଜଗନ୍ନାଥ ମହାପାତ୍ର, ଝାଡ଼େଶ୍ୱର ଖାଡ଼ଙ୍ଗା ପ୍ରମୁଖ ଯୋଗଦେଇଥିଲେ
Read More News
T & CPrivacy PolicyContact Us