Download Now Banner

This browser does not support the video element.

କେନ୍ଦ୍ରାପଡା: ଛତା ସରକାରୀ ପଲିଟେକନିକ ଶିକ୍ଷାନୁଷ୍ଠାନରୁ ଛାତ୍ରୀ ନିଖୋଜ,ପଲିଟେକନିକ ପରିସରରେ ପ୍ରତିକ୍ରିୟା ରଖିଲେ ଛାତ୍ରୀଙ୍କ ବାପା ଦିଲୀପ କୁମାର ପଣ୍ଡା

Kendrapara, Kendrapara | Sep 8, 2025
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଛତା ଗ୍ରାମରେ ଅବସ୍ଥିତ ସରକାରୀ ପଲିଟେକନିକ ଶିକ୍ଷାନୁଷ୍ଠାନରୁ ଜଣେ ଛାତ୍ରୀ ନିଖୋଜ ହୋଇଛନ୍ତି l ଏ ନେଇ ଶିକ୍ଷାନୁଷ୍ଠାନ ଏବଂ ପରିବାର ପକ୍ଷରୁ ଡେରାବିଶ ଥାନାରେ ମାମଲା ରୁଜୁ କରାଯlଇଛି l ଏ ଯାଏଁ କୌଣସି ପତା ମିଳିନାହିଁ l ଏ ନେଇ ପାଳିଟେକନିକ ପରିସରରେ ପ୍ରତିକ୍ରିୟା ରଖିଛନ୍ତି ନିଖୋଜ ଛାତ୍ରୀଙ୍କ ବାପା ଦିଲୀପ କୁମାର ପଣ୍ଡା l
Read More News
T & CPrivacy PolicyContact Us