This browser does not support the video element.
ସଦର: ଭବାନୀପାଟଣା ଟାଉନ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ
Sadar, Kalahandi | Sep 5, 2025
ବିଜେଡି ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାୟକ,ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଅମିତ ଯାଦବ, କାଉନସିଲର ଭୁବନେ ବାଗ, କାଉନସିଲର ଶିବା ସାହୁ, ବିଜେଡି ଛାତ୍ର ନଗର ସଭାପତି ଯୁବ ନେତା ନବୀନ ନାୟକ, ତପନ ମୁଣ୍ଡ , ସମାଜସେବୀ ଓମ ରାଉତ ଯୁବ ନେତା ଗୌରବ ଦୁର୍ଗ, ଯୁବ ନେତା ଶୁଭମ୍ ଦୂର୍ଗା, ରଘୁବୀର ନିଆଲ, ମାନସ ସିନ୍ଦୁର ଯୁବ ନେତା ଜାଗା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଭବାନୀପାଟଣା ସଦର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।