This browser does not support the video element.
ବୌଦ୍ଧ ସଦର: ସରସରା ପାକ୍ସରେ ୟୂରିଆ ସାର ସଙ୍କଟ, ପ୍ରତିକ୍ରିୟା ଦେଲେ ଚାଷୀ ଚାଷୀ #jansamasya
Baudh Sadar, Boudh (Bauda) | Sep 13, 2025
ଶନିବାର ଦିନ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପାକ୍ସରେ ୟୂରିଆ ସାର ଅଭାବ ଯୋଗୁଁ ଚାଷୀ ହନ୍ତସନ୍ତ ହେଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି | ହରଭଙ୍ଗା ବ୍ଲକର ସରସରା ଓ ବନ୍ଧା ପଥର ଗ୍ରାମ ପଞ୍ଚାୟତର ପ୍ରାୟ 2500 ଚାଷୀ ସରସରା ପାକ୍ସରୁ ଋଣ ନେଇ ଚାଷ କରିଛନ୍ତି | ସରକାର ସେପ୍ଟେମ୍ବର ମାସ ସୁଦ୍ଧା ପାକ୍ସକୁ ମାତ୍ର 1800 ବସ୍ତା ୟୂରିଆ ସାର ଯୋଗାଣ କରିଛନ୍ତି | ଆଜି ସାର ଆସିଥିବା ଖବର ପାଇ ପାକ୍ସ ପରିସରରେ ଚାଷୀ ମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା l