Download Now Banner

This browser does not support the video element.

ଧରାକୋଟ: ବ୍ଲକ ସଭାଗୃହ ଠାରେ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ଏକ ତାଲିମ ଅନୁଷ୍ଠିତ

Dharakote, Ganjam | Oct 8, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ସଭାଗୃହ ଠାରେ ଭାରପ୍ରାପ୍ତ ବିଡ଼ିଓ ଙ୍କ ଅଧକ୍ଷତା ରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ ଅଙ୍ଗନବାଡି କେନ୍ଦ୍ର ର କର୍ମୀ ଏବଂ ସମସ୍ତ ସୁପରଭାଇଜର ଯୋଗଦେଇଥିଲେ l ନିଜ ନିଜ ଅଞ୍ଚଳର ସୁନ ରୁ 6 ବର୍ଷ ବୟସ ର ଭିନ୍ନକ୍ଷମ ପିଲାମାନଙ୍କ ସର୍ଭେ କିଭଳି କରାଯିବ ଏବଂ ସେମାନଙ୍କ ସମସ୍ତ ତଥ୍ୟ କିଭଳି ସଂଗ୍ରହ କରାଯାଇପାରିବ ତାହାକୁ ନେଇ ଏହି ତାଲିମ ଶିବିର ରେ ପ୍ରଶିକ୍ଷଣ ଦିଆଯାଇଥିଲା l
Read More News
T & CPrivacy PolicyContact Us