Download Now Banner

This browser does not support the video element.

ବିଞ୍ଝାରପୁର: ଯାଜପୁର ଦୁଇ ନମ୍ବର କେନାଲର କଳିନ୍ଦ୍ରାବାଦ ନିକଟରେ ଭାସି ତୃତୀୟ ଶ୍ରେଣୀର ଛାତ୍ର ମୃତ

Binjharpur, Jajpur | Jul 24, 2024
ଯାଜପୁର ଦୁଇ ନମ୍ବର କେନାଲ ର କାଳିନ୍ଦ୍ରାବାଦରେ ଭାସି ତୃତୀୟ ଶ୍ରେଣୀର ଛାତ୍ର ମୃତ। ମୃତ ଛାତ୍ର ହେଲେ ଯାଜପୁର ସଦର ଥାନା କଳିନ୍ଦ୍ରାବାଦ ଅଂଚଳର ରମେଶ ଚନ୍ଦ୍ର ସାହୁ ଙ୍କ ଆଠ ବର୍ଷ ର ପୁଅ ବିଶ୍ୱରଂଜନ ସାହୁ। ଆଜି ସକାଳେ କେନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ବିଶ୍ୱଙ୍କର ଚପଲ ଭାସି ଯାଇ ଥିଲେ। ସେ ଚପଲ ଧରିବାକୁ ଯାଇ କେନାଳରେ ଭାସି ଯାଇଥିଲେ । ଗ୍ରାମବାସୀ ମାନେ ପ୍ରଥମେ ଧରିବାକୁ ଉଦ୍ୟମ ଆରମ୍ଭ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନଶମ ବାହୀନି ଘଟଣସ୍ଥଳରେ ପହଞ୍ଚି ବିଶ୍ବଙ୍କ ମୃତ ଶରୀର ଉଦ୍ଧାର କରିଥିଲେ।
Read More News
T & CPrivacy PolicyContact Us