Download Now Banner

This browser does not support the video element.

କୋରେଇ: ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟରେ ବିଜେଡିର ସାଙ୍ଗଠନିକ ବୈଠକ,ଯୋଗଦେଲେ ପୂର୍ବତନ ବିଧାୟକ, ସଂଗଠନକୁ ନେଇ ଆଲୋଚନା

Korai, Jajpur | Aug 31, 2025
ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟରେ ବିଜେଡିର ସାଙ୍ଗଠନିକ ବୈଠକ,ଯୋଗଦେଲେ ପୂର୍ବତନ ବିଧାୟକ,ସଂଗଠନକୁ ନେଇ ଆଲୋଚନା l କୋରେଇ ଓ ଯାଜପୁର ନିର୍ବାଚନ ମଣ୍ଡଳୀକୁ ନେଇ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ରାଜ୍ୟ ବିଜେଡି ଉପ ସଭାପତି ଯଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କିଭଳି ଦୁଇଟି ନିର୍ବାଚନ ମଣ୍ଡଳୀରେ ସଂଗଠନ ଶକ୍ତିଶାଳୀ ହେବ ଆଲୋଚନା କରିଥିଲେ l ବିଶେଷ ଭାବରେ ବିଜେଡି ଦଳରେ କିଭଳି ଅଧିକରୁ ଅଧିକ ଯୁବକ, ଯୁବତୀ ସାମିଲ ହେବେ କାର୍ଯ୍ୟ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ l
Read More News
T & CPrivacy PolicyContact Us