Download Now Banner

This browser does not support the video element.

ଦେବଗଡ: କୁଶପଙ୍ଗା ଗ୍ରାମରେ ପାଣିରେ ବୁଡି ମହିଳା ମୃତ

Debagarh, Debagarh (Deogarh) | Oct 7, 2025
ଦେବଗଡ ଥାନା କୁଶପଙ୍ଗା ଗ୍ରାମରେ ପାଣିରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । କୁଶପଙ୍ଗା ଗ୍ରାମ ନିକଟ ରେଙ୍ଗାଳିବନ୍ଧ ଜଳ ଭଣ୍ଡାରକୁ ସଂଯୋଗ କରୁଥିବା ଗୋହୀରା ନାଳରେ ବୁଡି ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ କୁଶପଙ୍ଗା ଗ୍ରାମର ପ୍ରଶନ୍ନ ସାହୁଙ୍କ ସ୍ତ୍ରୀ ମଞ୍ଜୁ ସାହୁ(୪୫)ବୋଲି ଜଣାପଡିଛି । ମଞ୍ଜୁ ଅନ୍ୟ ଦିନ ଭଳି ଆଜି ଦିନ ପ୍ରାୟ ୧୨ ଟାରେ ଗାଧୋଇବା ପାଇଁ ନିକଟସ୍ଥ ରେଙ୍ଗାଳିବନ୍ଧ ଜଳ ଭଣ୍ଡାରକୁ ସଂଯୋଗ କରୁଥିବା ଗୋହୀରା ନାଳକୁ ଯାଇଥିଲେ ।
Read More News
T & CPrivacy PolicyContact Us