Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ସହର ସ୍ଥିତ ଏମସିଏଲ ଅଡ଼ିଟେରୀୟମରେ ଆଜାଦି କା ଅମ୍ରିତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Jharsuguda, Jharsuguda | Aug 24, 2025
ଝାରସୁଗୁଡା ସହର ସ୍ଥିତ ଏମସିଏଲ ଅଡ଼ିଟେରୀୟମରେ ଆଜାଦି କା ଅମ୍ରିତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ରବିବାର ପୂର୍ବାହ୍ନ ୧୧ ଟା ରୁ ଏହି କାର୍ଯ୍ୟକ୍ରମ ଆରାମ୍ଭ ହୋଇଛି l ଜେକ ଡାନ୍ସ ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏଥିରେ ଇଣ୍ଟର ସ୍କୁଲ ଗ୍ରୁପ ଡାନ୍ସ କମ୍ପିଡିସନ ଅନୁଷ୍ଠିତ ହେଉଛି l ଝାରସୁଗୁଡା ଏବଂ ଆଖପାଖ ଜିଲ୍ଲାରୁ ଏଥିରେ ପ୍ରତିଯୋଗୀ ମାନେ ଯୋଗଦେଇଥିବାବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି l
Read More News
T & CPrivacy PolicyContact Us