This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସୁନ୍ନି ଜମା ମସଜିଦ ଠାରୁ ବାହାରିଲା ବିଶାଳ ଶୋଭାଯାତ୍ରା
Nabarangapur PS, Nabarangpur | Sep 5, 2025
ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସୁନ୍ନି ଜମା ମସଜିଦ ଠାରୁ ବାହାରିଲା ବିଶାଳ ଶୋଭାଯାତ୍ରା ଇଦ୍ ମିଲାଦୁନ୍ ନବୀହେଉଛି ଏକ ପବିତ୍ର ଦିନ ଯାହା ପୈଗମ୍ବର ହଜରତ ମହମ୍ମଦଙ୍କ ଜନ୍ମଦିନ ଉପଲକ୍ଷେ ପାଳିତ ହୁଏ। ଆଜିର ରେ ମୁସଲମାନମାନେ ନବିଙ୍କ ଜୀବନ, ବାଣୀ ଓ ଆଦର୍ଶକୁ ସ୍ମରଣ କରି ନିଜ ଜୀବନରେ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତି। ଆଜି ନବରଙ୍ଗପୁର ଠାରେ ମଧ୍ଯ ହର୍ଷ ଉଲ୍ଲାସ ର ସହିତ ଇଦ୍ ମିଲାଦୁନ୍ ନବୀ (ମୋହରମ୍ )ପାଳିତ ହେଉଛି, ଭାଟିସଲଗୁଡ଼ା ଓ ଗଦବାଗୁଡା ଠାରୁ ସମସ୍ତେ ଆସି ନବରଙ୍ଗପୁର ସୁନ୍ନି ଜମା ମସଜିଦ ଠାରେ ଏକତ୍ରିତ ହୋଇ ଥିଲେ