Download Now Banner

This browser does not support the video element.

ଆଳି: ରାଜକନିକା ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ SN ମହାବିଦ୍ୟାଳୟର +3ନୂତନ ମତଦାତାଙ୍କୁ ସଚେତନତା ଶିବିର ଅନୁଷ୍ଠିତ

Aali, Kendrapara | Apr 23, 2024
ଆଜି ମଧ୍ୟାହ୍ନରେ ରାଜକନିକା ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ SN ମହାବିଦ୍ୟାଳୟର ନୂତନ ମତଦାତା +3ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ରାଜକନିକା ବିଡିଓ ଓ ସନମାନିତ ଅତିଥିଭାବେ କନିକା ତହସିଲଦାର ଯୋଗଦେଇ ଥିବା ବେଳେ ବ୍ଲକ ଓ ତହସିଲର ଏକାଧିକ ଅଧିକାରୀ ଉପସ୍ଥିତ ରହି ଏହି ଅଚେତନତା ଶିବିରରେ ନୂତନ ମତଦାତା ମାନଙ୍କୁ ସ୍ୱଛ ଓ ନିରପେକ୍ଷ ମତଦାନ ବିଷୟରେ ସଚେତନ କରାଇଛନ୍ତି।
Read More News
T & CPrivacy PolicyContact Us