This browser does not support the video element.
ଝାରସୁଗୁଡା: ଆଜି ବନ୍ଧବାହଲ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିବା ନେଇ ଆଜି ଏସ.ପି. ତାଙ୍କ କାର୍ଯ୍ୟାଳୟରେ ସୂଚନା ପ୍ରଦାନ କରିଥିଲେ।
Jharsuguda, Jharsuguda | Jul 18, 2024
ଆଜି ବନ୍ଧବାହଲ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିବା ନେଇ ଆଜି ସଂଧ୍ୟାରେ ଝାରସୁଗୁଡ଼ା ଏସ.ପି. ତାଙ୍କ କାର୍ଯ୍ୟାଳୟରେ ସୂଚନା ପ୍ରଦାନ କରିଥିଲେ।ସୂଚନାନୁସାରେ ଯେଉଁମାନଙ୍କ ନାଁରେ ଅପରାଧିକ ମାମଲା ରହିଛି ସେମାନଙ୍କ ସମ୍ପତିକୁ ଉଚ୍ଛେଦ କରାଯାଇଛି। ଆଜି ବନ୍ଧବାହଲ ଅଞ୍ଚଳରେ ୭ଟି ବାଣିଜ୍ୟ ଭିତ୍ତିକ ସମ୍ପତି ଓ ଗୋଟିଏ ଅବାସିକ ଘରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି।ସେହି ସମ୍ପତ୍ତିରେ ବନ୍ଧବାହଲ ଅଞ୍ଚଳରେ ରହୁଥିବା ଅପରାଧୀ ଏମ୍.ଡ଼ି. ସୋନୁଙ୍କ ସମ୍ପତ୍ତି ମଧ୍ୟ ରହିଥିଲା ବୋଲି ଏସ.ପି. ସୂଚନା ଦେଇଛନ୍ତି।