Download Now Banner

This browser does not support the video element.

ଟିଟିଲାଗଡ: ସିହିନି ଏବଂ ଘୋଡ଼ାର ପଞ୍ଚାୟତ ଗ୍ରାମବାସୀଙ୍କ ଗିରିଗୋବର୍ଦ୍ଧନ ପୁଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Titlagarh, Balangir | Sep 1, 2025
ଟିଟିଲାଗଡ଼ ନିକଟସ୍ଥ ବଛାଯୁଝା ଗ୍ରାମର ଭୈରବୀ ପାହାଡ ନିକଟରେ ଆଗାମୀ ଗିରି ଗୋବର୍ଦ୍ଧନ ପୂଜା କିପରି କରାଯିବ ସେ ନେଇ ଚଳିତ ବର୍ଷ ଶିହିନି ଓ ଘୋଡ଼ାର ଗ୍ରାମର ବାସିନ୍ଦା ମାନେ ମିଶି କିପରି ଧୁମ ଧାମରେ ପାଳନ କରାଯିବ ସେ ନେଇ ଏକ ବୈଠକ ଆୟୋଜନ କରିଥିଲେ। ଆଜି ୧୨.୩୦ ଟା ସମୟରେ ଏବି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସିନ ହେର୍ଣା ନେତୃତ୍ୱ ନେଇଥିବା ବେଳେ ଆଗାମୀ ବୈଠକରେ କମିଟି ଚୟନ ସହ ପଦପଦବୀ ଦାୟିତ୍ଵ ବଣ୍ଟନ କରାଯିବ ବୋଲି ସ୍ଥିରୀକୃତ ହେଇଛି।
Read More News
T & CPrivacy PolicyContact Us