Download Now Banner

This browser does not support the video element.

କଣ୍ଟାମାଳ: ପଲସାଗୋରା ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସତନ୍ତ୍ର ପୂଜାର୍ଚନା

Kantamal, Boudh (Bauda) | Sep 29, 2025
ମାହେଶ୍ୱରୀ ପୀଠରେ ସତନ୍ତ୍ର ପୂଜାର୍ଚନା କଣ୍ଟାମାଲ ବ୍ଲକ ପଲସାଗୋରା ମାହେସ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଆଜି ସନ୍ଧ୍ୟା ସମୟ ରେ ସତନ୍ତ୍ର ପୂଜାଅର୍ଚନା ଅନୁଷ୍ଟିତ ହୋଇଛି I ତେବେ ଡୋଳ ନିଶାନ ବାଦ୍ୟ ବନେଇ ନିଷ୍ଠା ଭକ୍ତି ରେ ପୂଜାଅର୍ଚନା ହୋଈଯାଇଛି ପ୍ରତି ବର୍ଷ ଏହି ପୂଜା ଆଜିରଦିନରେ ହୋଈଥାଇ I ଏଠାରେ ସହ ସହ ଭକ୍ତ ସାମିଲ ହୋଈଥିଲେ I
Read More News
T & CPrivacy PolicyContact Us