Download Now Banner

This browser does not support the video element.

ଉଦଳା: ଦୁମୁହାଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଧାରଣା ସହ ବିକ୍ଷୋଭ

Udala, Mayurbhanj | Oct 18, 2024
ବିଦ୍ୟାଳୟରେ ଥିବା ଶିକ୍ଷକଙ୍କୁ ପଠାଇଲେ ଡେପୁଟେସନରେ । ଆଉ ବିଦ୍ୟାଳୟରେ ଏବେ ଦୁଇ ଜଣ ଶିକ୍ଷକ । ଯାହାକୁ ନେଇ ତାତିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି କପ୍ତିପଦା ଶିକ୍ଷାବ୍ଲକ ଅଧିନ ଦୋମୁହାଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ୧୧୯  ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପୂର୍ବରୁ ବିଦ୍ୟାଳୟରେ ୪ ଜଣ ଶିକ୍ଷକ ରହିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶିକ୍ଷକଙ୍କୁ ଡେପୁଟେସନରେ ପଠାଇ ଦେଇଛନ୍ତି ତେଣୁ ଶିକ୍ଷକ ନିଯୁକ୍ତି ପାଇଁ ଧାରଣା ।
Read More News
T & CPrivacy PolicyContact Us