Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମତ୍ସ୍ୟଜୀବୀ ଗୋଷ୍ଠୀର ସଦସ୍ୟ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ ବିଧାୟକ ଏବଂ ଜିଲ୍ଲାପାଳ

Puri M, Puri | Sep 5, 2025
ମତ୍ସ୍ୟଜୀବୀ ଗୋଷ୍ଠୀର ସଦସ୍ୟ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ ବିଧାୟକ ଏବଂ ଜିଲ୍ଲାପାଳ। ସୂଚନା ମୁତାବକ ଆଜି ଅପରାହ୍ନ ତିନିଟା ସମୟରେ ଜିଲାପ୍ଲାଙ୍କ କାର୍ଯ୍ୟାଳୟ ପରିସରରେ ପୁରୀ ସହର ଅନ୍ତର୍ଗତ ପେଣ୍ଠକଟା ମତ୍ସ୍ୟଜୀବୀ ଗୋଷ୍ଠୀର ସଦସ୍ୟ ମାନଙ୍କର ବିଭିନ୍ନ ସମସ୍ୟା ଓ ଏହାର ପ୍ରତିକାର ଦିଗରେ ବିଧାୟକ ସୁନିଲ କୁମାର ମହାନ୍ତି ଜିଲ୍ଲାପାଳ ପୁରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ଆଜିର ଏଇ ଆଲୋଚନା କାର୍ଯ୍ୟକ୍ରମ ରେ ବହୁ ମସ୍ତ୍ୟ ଜିବି ଉପସ୍ଥିତ ମଧ୍ୟ ରହିଥିଲେ।
Read More News
T & CPrivacy PolicyContact Us