Download Now Banner

This browser does not support the video element.

ଲାଞ୍ଜିଗଡ: ଉଚ୍ଛଲା ପଞ୍ଚାୟତ ଅଞ୍ଚଳରେ ଜନ ବସତି ମୁହାଁ ଜଙ୍ଗଲି ଭାଲୁ ଜନ ସାଧାରଣ ଆତଙ୍କିତ

Lanjigarh, Kalahandi | Sep 10, 2025
ବୁଧବାର ସଂଧ୍ୟାରେ ପୁଣି ଜଙ୍ଗଲି ଭାଲୁ ଉଚ୍ଛଲା ପଞ୍ଚାୟତ ଅଞ୍ଚଳରେ ଜନ ବସତି ମୁହାଁ ହେଇଛି। ଯାହା ଦେଖି ଜନ ସାଧାରଣ ଆତଙ୍କିତ। ଗତକାଲି ଭାଲୁ ଆକ୍ରମଣରେ କୁଣ୍ଡିଗୁଡା ଗ୍ରାମର ଜନୈକ ବୃଦ୍ଧ ଗୁରୁତର ହେଇଛନ୍ତି। ଏଭଳି ସ୍ଥିତିରେ ପୁଣି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲି ଭାଲୁ ଜନ ବସତି ମୁହାଁ ହେଇଛି। ଯେଉଁଥିପାଇଁ ସଂଧ୍ୟା ହେବା ମାତ୍ରେ ଅଞ୍ଚଳର ଜନ ବସତିର ଲୋକମାନେ ଏକାକୀ ଘରରୁ ବାହାରିବା ସମ୍ଭବ ହେଉନାହିଁ।
Read More News
T & CPrivacy PolicyContact Us