This browser does not support the video element.
ଅନୁଗୋଳ: ରାଣୀଗୋଡା ଗ୍ରାମରେ ଥିବା ପମ୍ପ ହାଉସ ନିକଟ ଟ୍ରାନ୍ସଫର୍ମରରେ ଲାଗିଲା ନିଆଁ
Anugul, Angul | Aug 26, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ରାଣୀଗୋଡା ଗ୍ରାମରେ ଥିବା ପମ୍ପ ହାଉସ ନିକଟ ଟ୍ରାନ୍ସଫର୍ମରରେ ମଙ୍ଗଳବାର ସନ୍ଧ୍ୟା ସାଢେ଼ ପାଞ୍ଚଟା ବେଳେ ନିଆଁ ଲାଗି ଯାଇଛି। ଖବର ପାଇ ଘଟଣା ସ୍ଥଳରେ ଅନୁଗୋଳ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।