This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଆଜି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
Bhadrak Rural, Bhadrak | Sep 10, 2025
ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ। ଆଜି ଭଦ୍ରକ ବ୍ଲକ ଅଧିନସ୍ଥ,ରାଣୀତାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ। ତା ସହ ଜଗଦଲପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଜିଲ୍ଲାପାଳ,ଭଦ୍ରକ ଅଚାନକ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ସେ ସମୟରେ ଛାତ୍ର ଛାତ୍ରୀମାନଙ୍କ ସହିତ ଶ୍ରେଣୀ ଗୃହରେ ଭାବ ବିନିମୟ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି।