Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଲଭଣ୍ଡାର ଖୋଲା ରହିଛି 20 ଟି ସୁଇସ ଗେଟ

Sambalpur M, Sambalpur | Sep 5, 2025
ହୀରାକୁଦ ଜଲଭଣ୍ଡାର ଖୋଲା ରହିଛି 20 ଟି ସୁଇସ ଗେଟ l ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାର ରୁ ଆଜି ସକାଳ 9ଟା ରେ ଖୋଲିଲା ଆଉ 4ଟି ଗେଟ ପୂର୍ବରୁ 16ଟି ଗେଟ ଖୋଲା ରହିଥିଲା l ବର୍ତ୍ତମାନ ହୀରାକୁଦ ହୀରାକୁଦ ଜଳ ଭଣ୍ଡାର ରେ ଜଲସ୍ତର 626.58 ଫୁଟ ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 3ଲକ୍ଷ 28 ହଜାର 2ଶହ ଅଣସ୍ତରୀ କ୍ୟୁସେକ ଜଳ ପ୍ରବେଶ କରୁଛି l ସେହିପରି ଜଲଭଣ୍ଡାର ରୁ ପ୍ରତି ସେକେଣ୍ଡ ରେ 2 ଲକ୍ଷ 90 ହଜାର 150 କ୍ୟୁସେକ ଜଳ ନିଷ୍କାସନ କରାଯାଉଛି l
Read More News
T & CPrivacy PolicyContact Us