Download Now Banner

This browser does not support the video element.

ପାଟକୁରା: ଅନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ ଖବର ପାଇ ପାଟକୁରା ମେଡିକାଲରେ ପହଞ୍ଚିଲେ ମନ୍ତ୍ରୀ

Patkura, Kendrapara | Apr 23, 2024
ମାର୍ଶାଘାଇ ବ୍ଲକ ଅନ୍ତେଇ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭାକର ସାହୁଙ୍କର ଦେହାନ୍ତ ହୋଇଛି। ଖବର ପାଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ପାଟକୁରା ସ୍ଥିତ ମେଡିକାଲରେ ପହଞ୍ଚି ତାଙ୍କ ମର ଶରୀର ନିକଟରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us