This browser does not support the video element.
ଉମରକୋଟ: ଉମରକୋଟ ଚିକିତ୍ସାଳୟରେ ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷ ରପଣ କାର୍ଯ୍ୟକ୍ରମ ରେ ଯୋଗଦେଲେ ଗଣଶିକ୍ଷା ଵିଭାଗ ମନ୍ତ୍ରୀ
Umarkote, Nabarangpur | Sep 9, 2025
ଉମରକୋଟ ଚିକିତ୍ସାଳୟରେ ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷ ରପଣ କାର୍ଯ୍ୟକ୍ରମ ରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଅନୁଷ୍ଠିତ ସ୍ଵଛ ଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଂଶ ଗ୍ରହଣ କରିଥିଲେ। ଚିକିତ୍ସାଳୟ ପରିସରରେ ସ୍ଵଛ ଭାରତ ଅଭିଯାନ ଅଧୀନ ରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ଗଣ୍ଡ ଙ୍କ ସହ ହସ୍ପିଟାଲ କର୍ତୃପକ୍ଷ ସମସ୍ତେ ମିଳିମିଶି ସମ୍ପୂର୍ଣ ପରିସରକୁ ସଫା କରି ଆବର୍ଜନା ମୁକ୍ତ କରିଥିଲେ।