Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ନୂତନ ମେଡିକାଲ ରେ ବାଇକ ଚୋରିର ସିସି ଟିଭି ଭିଜୁଆଲ ହେଲା ଭାଇରଲ

Bhadrak Rural, Bhadrak | Sep 1, 2025
ବାଇକ ଚୋରୀର ସିସି ଟିଭି ଦୃଶ୍ୟ ହେଲା ଭାଇରାଲ,ଭଦ୍ରକ ନୂତନ ମେଡିକାଲ ଗେଲପୁର ଠାରେ ବାଂଶଡା ଥାନାଧିନ ଗୋପୀନାଥପୁର ଗ୍ରାମର ଅରୁଣ କୁମାର ଦାସ ନାମକ ବ୍ୟକ୍ତି ଗତ ରାତି ରେ ମେଡିକାଲ ପରିସରରେ ନିଜର ବାଇଲ ରଖି ମେଡିକାଲ ଭିତରେ ଥିଲେ କିନ୍ତୁ ସକାଳୁ ଆସି ଦେଖନ୍ତି ବାଇକ ଟି ନାହିଁ ତେଣୁ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ ଆଉ ଏବେ ଗାଡି ଚୋରୀର ସିସି ଟିଭି ଭିଜୁଆଲ ଭାଇରଲ ହେବାରେ ଲାଗିଛି, ତେବେ ଏହି ଖବର ଆଜି ଦିନ 2 ଘଟିକା ରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us