Download Now Banner

This browser does not support the video element.

ଧରାକୋଟ: ଝରପାରି ପଞ୍ଚାୟତ ରେ ଅଭିଯୋଗ ଶୁଣାଣି, ଗ୍ରାମ ବିଦ୍ୟାଳୟ ରେ ପାଠ ପଢ଼ାଇଲେ ତହସିଲଦାର

Dharakote, Ganjam | Sep 22, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଝରପାରି ପଞ୍ଚାୟତ ରେ ସାପ୍ତାହିକ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯକ୍ରମ ରେ ଯୋଗ ଦେବାକୁ ଆସିଥିବା ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଅଭିଯୋଗ ଶୁଣାଣି ଆରମ୍ଭ ହେବା ପୂର୍ବରୁ ଅଚାନକ ପାଠ ପଢ଼ାଇବା ପାଇଁ ମନ ବଳିବାରୁ ଝରପାରି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ଥିଲେ l
Read More News
T & CPrivacy PolicyContact Us