Download Now Banner

This browser does not support the video element.

ଆଳି: ବରୁଣାଡିଆ ଗ୍ରାମ ପଞ୍ଚାୟତରେ ବିଜେଡିର ମିଶ୍ରଣପର୍ବ ଆୟୋଜିତ, କଂଗ୍ରେସ ଛାଡି ସତାଧିକ କର୍ମୀ ବିଜେଡିରେ ଯୋଗଦେଲେ

Aali, Kendrapara | Apr 24, 2024
ରାଜକନିକା ବ୍ଲକ ବରୁଣାଡିଆ ପଞ୍ଚାୟତରେ ଆଜି ସନ୍ଧ୍ୟାରେ ବିଜେଡିର ମିଶ୍ରଣପର୍ବ ଆୟୋଜିତ ହୋଇଯାଇଛି। ଏହି ମିଶ୍ରଣପର୍ବ ରେ ସତାଧିକ କର୍ମୀ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି। ଏହି ଅବସରରେ ନୂତନ କର୍ମୀ ମାନଙ୍କୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ପୁରୁଖା ନେତା ଉପସ୍ଥିତ ଥିବାବେଳେ ସତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିବା ଦେଖୁବାକୁ ମିକିଛି।
Read More News
T & CPrivacy PolicyContact Us