Download Now Banner

This browser does not support the video element.

ସୁନ୍ଦରଗଡ ସହର: ପାଣି ପାଗ ବିଭାଗ ପକ୍ଷରୁ ଆସନ୍ତା ସେପ୍ଟେମ୍ୱର ୩ ତାରିଖ ସକାଳ ୮ ଟା ୩୦ ମିନିଟ୍ ସମୟ ପର୍ଯ୍ୟନ୍ତ ସୁନ୍ଦରଗଡ ଜିଲ୍ଲା କୁ ରେଡ warning ଜାରି

Sundargarh Town, Sundargarh | Sep 2, 2025
ସୁନ୍ଦରଗଡ ମଙ୍ଗଳ ବାର ଦିନ ୧ ଟା ସମୟର ସୂଚନା ଅନୁଯାୟୀ ପାଣି ପାଗ ବିଭାଗ ପକ୍ଷରୁ ଆସନ୍ତା ସେପ୍ଟେମ୍ୱର ୩ ତାରିଖ ସକାଳ ୮ ଟା ୩୦ ମିନିଟ୍ ସମୟ ପର୍ଯ୍ୟନ୍ତ ସୁନ୍ଦରଗଡ ଜିଲ୍ଲା କୁ ରେଡ warning ଜାରି କରାଯାଇଛି
Read More News
T & CPrivacy PolicyContact Us