Install App
sanjayakumar.naik
This browser does not support the video element.
ଟିଟିଲାଗଡ: ସଇଁତଳାକୁ ଏନଏସି ମାନ୍ୟତା ନ ମିଳିବାରୁ ମଙ୍ଗଳବାର ଦିନ ବନ୍ଦ ଡାକରା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସୁରେନ୍ଦ୍ର ସିଂ ଭୋଇ
Titlagarh, Balangir | Sep 6, 2025
ବିଜେଡି ସରକାର ଥିଲା ବେଳେ ସଇଁତଳାକୁ ଏନଏସି ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିଛି ଦିନ ପୂର୍ବେ ଅନ୍ୟ କିଛି ସ୍ଥାନକୁ ଏନ ଏ ସି ମାନ୍ୟତା ପ୍ରଦାନ କରିଥିବା ବେଳେ ସଇଁତଳାକୁ ବାଦ ଦିଆଯାଇଛି, ଏହାକୁ ପ୍ରତିବାଦ କରି ଆସନ୍ତା ୯.୯.୨୦୨୫ ତାରିଖ ମଙ୍ଗଳବାର ଦିନ ସଇଁତଳା ବନ୍ଦ ପାଳନ ଡାକରା ଦିଆଯିବ ବୋଲି ବିଜେଡି ନେତା ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇ ଆଜି ୪.୩୦ ମିନିଟ ସମୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!