This browser does not support the video element.
ପରଜଙ୍ଗ: AICC ପକ୍ଷରୁ କାମାକ୍ଷାନଗରରେ ସଙ୍ଗଠନ ସୃଜନ ଅଭିଯାନ, ପର୍ଯ୍ୟବେକ୍ଷକ କେରଳର କଂଗ୍ରେସ ସାଂସଦ ଡିନ୍ କୋସିକୋଜଙ୍କ ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା
Parajang, Dhenkanal | Sep 10, 2025
କାମାକ୍ଷାନଗର ଠାରେ କଂଗ୍ରେସ ପକ୍ଷରୁ ସଙ୍ଗଠନ ସୃଜନ ଅଭିଯାନ, ପର୍ଯ୍ୟବେକ୍ଷକ ତଥା କେରଳର କଂଗ୍ରେସ ସାଂସଦ ଡିନ୍ କୋସିକୋଜଙ୍କ ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା ଢେଙ୍କାନାଳରେ AICC ଟିମ ପକ୍ଷରୁ ସଙ୍ଗଠନ ସୃଜନ ଅଭିଯାନ ବୁଧବାର ଅପରାହ୍ନ ୧ଟାରେ ଅନୁଷ୍ଠିତ ହୋଇଯାଇଛି। କାମାକ୍ଷାନଗର ଠାରେ ଓଡିଶା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ତଥା କେରଳର ସାଂସଦ ଡିନ୍ କୋସିକୋଜ ଏବଂ ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଏଥିସହିତ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପାଇଁ ସଭାପତି ଭୋଟିଙ୍ଗର ନିର୍ବାଚନ କାର୍ଯ୍ୟକୁ ତୁଲାଇଥିଲେ।