This browser does not support the video element.
ଆସିକା: କନିଆରୀ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ବୁଲିଦେଖିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Asika, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ବ୍ଲକ କନିଆରୀ ପଞ୍ଚାୟତ ଗ୍ରସ୍ତ କରିଛନ୍ତି କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ l ସେ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଜାରିରହିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଯଥା ବିକଶିତ ଗାଁ ବିକଶିତ ଓଡିଶା, ମନେରେଗା, ସିଏଫସୀ, ଏସଏଫସୀ ଯୋଜନା ରେ ଚାଲିଥିବା ବହୁ କାର୍ଯ୍ୟ ବୁଲି ଦେଖିବା ସହ ତଦାରଖ କରିଥିଲେ l ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ଙ୍କ ଘର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ସେ କହିଛନ୍ତି l