Download Now Banner

This browser does not support the video element.

ଭୋଗରାଇ: ଭୋଗରାଇ ରେ ୨୦ ରୁ ଅଧିକ ପୂଜା ମଣ୍ଡପ ବୁଲି ସ୍ଥିତି ଅନୁଧ୍ୟାନ କଲେ ଭୋଗରାଇ ବିଧାୟକ ଗୌତମ ବୃଦ୍ଧ ଦାସ

Bhograi, Balasore | Oct 1, 2025
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରେ ୨୦ ରୁ ଅଧିକ ମଣ୍ଡପ ରେ ମାଆ ଦୁର୍ଗାଙ୍କର ପୂଜାର୍ଚ୍ଚନା ଚାଲିଥିବା ବେଳେ ଆଜି ଭୋଗରାଇ ବିଧାୟକ ଗୌତମବୃଦ୍ଧ ଦାସ ଓ ଲେଖାଶ୍ରୀ ସାମନ୍ତ ସିଙ୍ଗାର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିବା ସହିତ ଚନ୍ଦନ ପାତ୍ର ,ପ୍ରତ୍ୟସା ପାତ୍ର ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us