Download Now Banner

This browser does not support the video element.

ପରଜଙ୍ଗ: ମଦ ପିଆ ଟଙ୍କାକୁ ନେଇ କାର୍ମଦା ଗାଁରେ ବୃଦ୍ଧଙ୍କୁ ପଥରରେ ଛେଚି ଲହୁ ଲୁହାଣ କଲା ମଦ ବ୍ୟବସାୟୀ

Parajang, Dhenkanal | Aug 23, 2025
ମଦ ପିଆ ଟଙ୍କାକୁ ନେଇ କାର୍ମଦା ଗାଁରେ ବୃଦ୍ଧଙ୍କୁ ପଥରରେ ଛେଚି ଲହୁ ଲୁହାଣ କଲା ମଦ ବ୍ୟବସାୟୀ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କମର୍ଡ ଗାଁରେ ମଦ ପିଆ ଟଙ୍କା କୁ କେନ୍ଦ୍ର କରି ବୃଦ୍ଧଙ୍କ ପଥର ରେ ଛେଚି ଲହୁ ଲୁହାଣ କଲା ମଦ ବ୍ୟବସାୟୀ। ସୁଚନା ଅନୁଯାୟୀ ସେହି ଗାଁର ମଦ ବ୍ୟବସାୟୀ ଜଣକ ସାରଙ୍ଗ ବେହେରା ଙ୍କୁ ବାକି ଟଙ୍କା ମାଗିବକୁ କେନ୍ଦ୍ର କରି ଟଙ୍କା ନ ଦେବାରୁ ପଥର ରେ ଛେଚି ଲହୁ ଲୁହାଣ କଲା ମଦ ବ୍ୟବସାୟୀ। ଯାହାକୁ ନେଇ କାମାକ୍ଷାନଗର ଥାନାରେ ଶନିବାର ରାତି ୭ଟାରେ ସାରଙ୍ଗ ବେହେରା ଅଭିଯୋଗ କରୁଛନ୍ତି।
Read More News
T & CPrivacy PolicyContact Us