Download Now Banner

This browser does not support the video element.

ରାୟଗଡା: ଗୁଣପୁର ବୃନ୍ଦାବତୀ ନଗର ରହୁଥିବା ଆକାଶ ପରିଛାଙ୍କ ଭଡା ଘର ରୁ ତାଲା ଭାଙ୍ଗି ଟଙ୍କା ସୁନା ଲୁଟ ଅଭିଯୋଗ,ପୋଲିସ ତଦନ୍ତ ଆରମ୍ଭ

Rayagada, Rayagada | Sep 7, 2025
ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ର ବୃନ୍ଦାବତୀ ନଗର ଏକ ନମ୍ୱର୍ ୱାର୍ଡରେ ରହୁଥିବା ଆକାଶ ପରିଛା ଙ୍କ ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ସହ ରୂପା ସାମଗ୍ରୀ ଚୋରି ହୋଇଥିବା ଥାନାରେ ଏତଲା ପରେ ଗୁଣପୁର ପୋଲିସର ତଦନ୍ତ ଆରମ୍ଭ
Read More News
T & CPrivacy PolicyContact Us